Jump to content

ଖେବାଟ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେବାଟ୍
ଉଚ୍ଚାରଣ: Khewāṭ

ଦେ. ବି (ସଂ. କ୍ଷେତ୍ର+ବଣ୍ଟନ) —

ଭୂରାଜସ୍ବବନ୍ଦୋବସ୍ତ ସଂକ୍ରାନ୍ତ ଯେଉଁ କାଗଜରେ ଜମିଦାରୀରେ ଥିବା ଜମିଦାର ଓ

খেবাই खेबट

ମଧ୍ୟସତ୍ବାଧିକାରୀମାନଙ୍କର ସ୍ବତ୍ବ ଓ ହିଁସା ବର୍ଣ୍ଣିତ ହୋଇଥାଏ — A paper prepared during a Revenue-Settlement showing the interests and shares of the various classes of proprietors in an estate. Proprietary khewat prepared in the course of a Revenue-Settlement.