Jump to content

ଖେମଟାବାଲୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେମଟାବାଲୀ
ଉଚ୍ଚାରଣ: Khemaṭāwālī
খেমটাআলী खेमटाबालो

ଦେ. ବି. ସ୍ତ୍ରୀ —

ଖେମଟା ଗାଇବା ଓ ନାଚିବା ନର୍ତ୍ତକୀ — A dancing girl singing and dancing a light air.

ଏହି ଯେ ଖେମଟାବାଲୀ ଖାତୁମ୍ଉନ୍ନିସା ଆସି ଅଛନ୍ତି ଫକୀରମୋହନ. ଛମାଣଆଠଗୁଣ୍ଠ