ଖେମଣ୍ଡି
ଦେଖଣା
ଖେମଣ୍ଡି —
ଉଚ୍ଚାରଣ: Khemaṇḍi
ଦେ. ବି. (ନାମ) —
ଗଞ୍ଜାମର ଉତ୍କଳଭାଷୀ ତିନିଗୋଟି ଜମିଦାରୀ ରାଜ୍ୟ —Three zamindary estates in the district of Ganjam.
[ଦ୍ର—ବର୍ତ୍ତମାନର ପାରଳାଖେମଣ୍ଡି, ବଡଖେମଣ୍ଡି, ସାନ— ଖେମଣ୍ଡି ଓ ମାଳ ପ୍ରଦେଶରେ ନେଇ ଖେମଡି ରାଜ୍ୟ ପୂର୍ବେ ଗଠିତ ହୋଇଥିଲା ଗଙ୍ଗବଂଶର ରାଜପୁରୁଷମାନେ ଏଠାରେ ରାଜତ୍ବ କରୁଥିଲେ ବର୍ତ୍ତମାନ ସୁଦ୍ଧା ଏସବୁ ରାଜ୍ୟର ରାଜାମାନେ ଗଜପତି— ଆଖ୍ୟାଧାରୀ ପାରଳାଖିମୁଣ୍ଡିନାମକ ଜଣେ ଅନାର୍ୟ୍ୟ ପ୍ରଥମେ ପାରଳାଖେମୁଣ୍ଡିର ରାଜା ଥିଲେ ଓଡ଼ିଶାର ଗଜପତି—ରାଜା କପିଳେନ୍ଦ୍ର ଦେବଙ୍କର ବିଦ୍ରୋହୀ ପୁତ୍ରମାନଙ୍କମଧ୍ୟରୁ ଜଣେ ଦକ୍ଷିଣକୁ ଯାଇ ଅନାର୍ୟମାନଙ୍କୁ ପରାସ୍ତ କରି ଖେମୁଣ୍ଡି ଏଧିକାର କରିଥିଲେ ୧୬୭: ଖ୍ରୀଷ୍ଟାଦ୍ଦରେ ପାରଲାଖେମୁଣ୍ଡି ରାଜାଙ୍କର ଏକ ପୁତ୍ରକୁ ଅନଙ୍ଗଭୀମ ଖେମୁଣ୍ଡିନାମକ ରାଜ୍ୟ ଦେଇଥିଲେ ସେହି ରାଜ୍ୟ ପରେ ଦୁଇ ଭାଇଙ୍କ ମଧ୍ୟରେ ବିଭକ୍ତ ହୋଇ ବଡଖେମୁଣ୍ଡି ଓ ସାନଖେମୁଣ୍ଡି ରାଜ୍ୟ ହେଲା କୃପାସିନ୍ଧୁ. ଉତ୍କଳ—ଇତିହାସ]