Jump to content

ଖେମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେମା
ଉଚ୍ଚାରଣ: Khemā
খেমা छमा

ଗ୍ରା. ବି. (ସଂ. କ୍ଷମାର ଅଶୁଦ୍ଧ ଉଚ୍ଚାରଣ) —

୧: କ୍ଷମା (ଦେଖ) ୧. Kashamā (See)

୨: ରୋଗମୁକ୍ତି; ରୋଗନିବୃତ୍ତ — ୨. Recovery from illness.

খেমা खेमा

ବୈଦେ. ବି. (ଆ) —

ତମ୍ବୁ; ରାଉଟି —Tent.