ଖେମିବା
ଦେଖଣା
ଖେମିବା —
ଉଚ୍ଚାରଣ: Khemibā
খেমা
छमना
ଦେ. (ପଦ୍ୟ) କ୍ରି. (ସଂ. କ୍ଷମା) —
୧: କ୍ଷମା କରିବା — ୧. TO forgive.
୨: ରଚିତ ଗୀତକୁ ସମାପ୍ତ କରିବା; ଭଣିବା; ଭଣିତା କରିବା — ୨. To conclude a song by mentioning the name of the author himself.
[ଦ୍ର—ପ୍ରାଚୀନ ଓଡ଼ିଆ ଗୀତମାନଙ୍କର ରଚୟିତାମାନେ ଶେଷ ଧାଡ଼ିରେ ଏହି ଶବ୍ଦବହୁ ସ୍ଥଳରେ ବ୍ୟବହାର କରିଅଛନ୍ତି ଯଥା —
ଖେମିଲେ ବଳରାମ ଦାସ]