ଖେମ୍ଟା
ଦେଖଣା
ଖେମ୍ଟା —
ଉଚ୍ଚାରଣ: Khemṭā
খেমটা
खेमटा
ଦେ. ବି. (ତୁଳ. ସଂ. କମିତା=କାମୁକ—ଯୋଗେଶ୍ଚନ୍ଦ୍ର) —
୧: ଚାରି ବା ଛଅ ତାଳବିଶିଷ୍ଟ ଚଞ୍ଚଳ ବଜାଯିବା ବାଦ୍ୟବିଶେଷ —୧. A light air in music with four or six short measures.
୨: ଉକ୍ତବାଦ୍ୟସମ୍ବନ୍ଧୀୟ —୨. A light dance accompnying the Khemṭā music.
୩: ସଙ୍ଗୀତର ତାଳବିଶେଷ — ୩. A measure of music.
[ଦ୍ର—ଏଥିରେ ୧୨:ଟି ମାତ୍ରା ଥାଏ ଓ ୩: ଆଘାତ ଓ ୧: ଖାଲି ଥାଏ ହି. ଶବ୍ଦସାଗର]