Jump to content

ଖେରାକ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେରାକ୍
ଉଚ୍ଚାରଣ: Khorāk
খোরাক खुराक, खोराक

ବୈଦେ. ବି. (ଆ. ଖରାକ୍) —

୧: ଖାଦ୍ୟ — ୧. Food.

୨: ଭୃତ୍ୟାଦିଙ୍କୁ ଖାଦ୍ୟନିମନ୍ତେ ପ୍ରଦତ୍ତ ଅର୍ଥ — ୨. Allowance granted to a servant for meals.

୩: ଭୋଜନ —୩. Eating.

୪: ଖାଦ୍ୟପାନୀୟ ବା ଔଷଧର ଏକ ପାନ — ୪. One doze or measure of food, drink or medicine.

୫: ଧରେ ଭୋଜନ କରିବା ପରିମିତ ଦ୍ରବ୍ୟ — ୫. Quantity of food sufficient for one meal.

ଦେ. ବିଣ. —

ଖାଦ୍ୟ ଉପଯୋଗୀ — Fit for being eaten; edible.