Jump to content

ଖେରାଗୁଦି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେରାଗୁଦି
ଉଚ୍ଚାରଣ: Kharāgudi

ପ୍ରାଦେ. (ସମ୍ବଲପୁର) ବି. —

ଏକ ପ୍ରକାର ଛତୁ — A kind of ball-headed mushroom.

[ ଦ୍ର—ଏହାର ଅଗ ଟେନିସ୍—ବଲ୍ ପରି ଗୋଳ୍ ]