Jump to content

ଖେର୍ଖେସା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେର୍ଖେସା
ଉଚ୍ଚାରଣ: Kherkhesā

ଗ୍ରା ଓ ପ୍ରାଦେ. (ସମ୍ବଲପୁର) ବିଣ. (ସଂ. କର୍କଶ; ତୁଳ. ହି. ଖୁର୍ଖିରା) —

୧: କର୍କଶ; ବନ୍ଧୁର — ୧. Rough.

୨: ଦେଖିବାକି ଅସୁନ୍ଦର —୨. Uncouth.