ଖେଳଘର
ଦେଖଣା
ଖେଳଘର —
ଉଚ୍ଚାରଣ: Kheḻaghara
খেঘর
ଦେ. ବି (ସଂ. ଖେଳାଗୃହ) —
୧: କ୍ରୀଡ଼ାସ୍ଥଳ; କ୍ରୀଡ଼ାଗାର — ୧. Play-house; club.
୨: ଧୂଳିଘର; ପିଲାମାନଙ୍କର ଖେଳବେଳେ ଧୂଳିରେ ଗଢ଼ିବା ଅସ୍ଥାୟୀ ଘର —୨. Doll-house; temporary mock-houses raised by children in sport.
ଲୟ ଉଭବ ଜଗତର ଲାଳାବତୀ ତୋ ଖେଳଘର— ନୀଳମଣି. ଭକ୍ତିଧାରା
୩: ଥଟ୍ଟା —୩. Jest; matter of joke.