ଖେଳନୀ
ଦେଖଣା
ଖେଳନୀ —
ଉଚ୍ଚାରଣ: Kheḻanī
ସଂ. ବି. (ଖେଳନ+ଈ) —
୧: ସତରଞ୍ଜ ବା ପଶାଆଦି ଖେଲର ଗୋଟି — ୧. A piece at chess or dice.
୨: ଯେଉଁ ଦ୍ରବ୍ୟ ବା ସର଼ଞ୍ଜାମ ଦ୍ବାରା ଲୋକେ ଖେଳନ୍ତି; କ୍ରୀଡ଼ନକ —୨. Play-thing; playing materials; accessories of a game.