ଖେଳନ୍ତା
ଦେଖଣା
ଖେଳନ୍ତା —
ଉଚ୍ଚାରଣ: Kheḻantā
খেন্তা
खेलना, खोलताहुआ
ଦେ. ବିଣ. (ସଂ. ଖେଳାତ୍) —
କ୍ରୀଡ଼ାକାରୀ; ଖେଳୁଥିବା; କ୍ରୀଡ଼ା କରୁଥିବା — playing.
ଦିନମଣି ପ୍ରାଯେ ଶୋହଛି ଭବ—ତିମିରହନ୍ତା ମୁନି—ମନମାନସ ନୀରେ ହଂସରୂପେ ଖେଳନ୍ତା ପ୍ରାଚୀ. ରସବାରିଧି