Jump to content

ଖେଳଲୋଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଳଲୋଳ
ଉଚ୍ଚାରଣ: Kheḻaloḻa

ଦେ. ବିଣ. (ଖେଳ ଯୋଗୁଁ ଲୋଳ) —

କ୍ରୀଡ଼ାହେତୁରୁ ଚଞ୍ଚଳ ବା ଅସ୍ଥିର — Moving or restless on account of play or sport; sporting and therefore restless.

ସଂ. ବିଣ. (ଏକର୍ଥକ ଦ୍ବନ୍ଦ୍ବ) —

କ୍ରୀଡ଼ନଶୀଳ ଓ ଚଞ୍ଚଳ — Sportive and moving.

ଖେଳଲୋଳ ଖଞ୍ଜନାକ୍ଷି କି ସାହସ କଲୁରେ କବିସୂର୍ଯ୍ୟ. କିଶୋରୀଚମ୍ପୂ ଖ ଗୀତ