Jump to content

ଖେଳିଆଖେଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଳିଆଖେଳି
ଉଚ୍ଚାରଣ: Kheḻiākheḻi

ଦେ. ବି. —

ଏକତ୍ର ଥିବା ବହୁ ବସ୍ତୁକ ଇତସ୍ତତଃ ବିକ୍ଷିପ୍ତ କରିବା —Strewing of things put together.

ଦେ. ବିଣ. —

ଇତସ୍ତତଃ ବିକ୍ଷିପ୍ତ; ଘଣ୍ଟାଘଣ୍ଟି ହୋଇଥିବା — Disturbed or scattered.