Jump to content

ଖେଳିୟିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଳିଯିବା
ଉଚ୍ଚାରଣ: Kheḻij̄ibā

ଦେ. କ୍ରି —

୧: ଖେଳେଇ ହୋଇଯିବା ୧. To be scattered.

୨: ପ୍ରସରି ଯିବା; ବ୍ୟାପ୍ତ ହେବା — ୨. To spread; to be diffused.