Jump to content

ଖେଳୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଳୁ
ଉଚ୍ଚାରଣ: Kheḻu

ଦେ. ବି —

କ୍ରୀଡ଼ାକାରୀ ବ୍ୟକ୍ତି — A player.

ଦେ. ବିଣ —

୧: ଖେଳରେ ସିଦ୍ଧହସ୍ତ —୧. Expert in playing.

୨: ଅତିରିକ୍ତ କ୍ରୀଡ଼ାସକ୍ତ —୨. Addicted to sports.

୩: କ୍ରୀଡ଼ାପ୍ରିୟ —୩. Fond of play.

୪: ଜୁଆରି —୪. Gambling.