Jump to content

ଖେଳୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଳୁଆ
ଉଚ୍ଚାରଣ: Kheḻuā

ଦେ. ବି —

୧: ଧାନ କିଆରିରେ ନିଘଞ୍ଚ ବା ଘନ ଭାବରେ ଉଠିଥିବା ଧାନଗଛମାନଙ୍କୁ ଉପାଡ଼ି ଧାନଗଛ ନ ଥିବା ସ୍ଥାନମାନଙ୍କରେ ରୋପଣ କରିବା (ଏହା ବେଉଷଣ ସମୟ ବା ବଛା ସମୟରେ କରାଯାଏ) — ୧. The process of thinning out paddy- plants from a field by taking them out from a thickly set place and planting them at another where there are no plants.

୨: କ୍ଷେତ୍ରର ଉଚ୍ଚ ସ୍ଥାନରେ ଗଦା ହୋଇଥିବା ମାଟିକୁ ସ୍ଥାନାନ୍ତରିତ କରି ନେଇ ଖାଲ ଜାଗାରେ ପକାଇ କ୍ଷେତ୍ରକୁ ସମତୁଲ କରିବା —୨. Levelling of a field by taking out accumulated earth from high places and distributing it evenly throughout the field.