ଖେଳୁଆଡ଼
ଦେଖଣା
ଖେଳୁଆଡ଼ —
ଉଚ୍ଚାରଣ: Kheḻuāṟḍ̠a
খেুআড, খেলোরাড়
खेलार, खोलाड़ी, खेलबा़ड़ी
ଦେ. ବିଣ (ସଂ. ଖେଳ୍ ଧାତୁ) —
୧: କ୍ରୀଡ଼ା କରୁଥିବା; କ୍ରୀଡ଼ାରତ — ୧. Playing.
୨: କ୍ରୀଡ଼ାରେ ଅତିରିକ୍ତରୂପେ ଆସକ୍ତ — ୨. Addicted to play.
୩: କ୍ରୀଡ଼ାରେ ଅନୁରକ୍ତ —୩. Gamesome.
୪: କ୍ରୀଡ଼ାରେ ଦକ୍ଷ — ୪. Skilful or expert at play.
ଦେ. ବି —
୧: ଖେଳୁଥିବା ବ୍ୟକ୍ତି; ଖେଳାଳି —୧. A player.
୨: କ୍ରୀଡ଼ାସଙ୍ଗୀ; ଖେଳସାଙ୍ଗ —୨. A play-fellow.
୩: ଦକ୍ଷ ଖେଳାଳି —୩. An expert player.