ଖେଳୁଆ କରିବା
ଦେଖଣା
ଖେଳୁଆ କରିବା —
ଉଚ୍ଚାରଣ: Kheḻuā Karibā
ଦେ. କ୍ରି —
ଖେତରେ ବହଳିଆ ଧାନ ଗଛ ଥିବା ସ୍ଥାନରୁ କିଛି ଧାନଗଛ ଓପାଡ଼ି ଅନ୍ୟ ପାତଳ ସ୍ଥାନରେ ପୋତିବା — To evenly distribute paddy-plants in a field by thinning out the densely set plants and planting them at empty spots.