Jump to content

ଖେଳ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଳ୍ (ଧାତୁ) —
ଉଚ୍ଚାରଣ: Kheḻ (root)

ସଂ.

୧: ଖେଳିବା; କ୍ରାଡ଼ା କରିବା — ୧. To play; to sport.

୨: ଥରିବା; କମ୍ପିଯିବା —୨. To tremble; to shake.

୩: ଇତସ୍ତତଃ ଚଳିବା; ହଲିବା — ୩. To move to and fro