ଖେଶରତ୍
ଦେଖଣା
ଖେଶରତ୍ —
ଉଚ୍ଚାରଣ: Kheṡarat
খেসারত
खिसारा
ବୈଦେ. ବି (ଆ. ଖିସାରତ୍=କ୍ଷତି) —
୧: ହାନି; କ୍ଷତି; ଲୋକ୍ସାନ୍ — ୧. Damage; loss.
୨: କ୍ଷତିପୂରଣ —୨. Compensation.
୩: କ୍ଷତିପୂରଣ ପାଇବା ସକାସେ କ୍ଷତିଗ୍ରସ୍ତ ଲୋକର ଦାଏରି ମକଦ୍ଦମା — ୩. A suit for damage.