Jump to content

ଖେୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେୟ
ଉଚ୍ଚାରଣ: Kheya

ସଂ. ବିଣ. (ଖନ୍ ଧାତୁ=ଖୋଳିବା+କର୍ମ. ୟ) —

ଖୋଳାଯିବାର ଯୋଗ୍ୟ — To be dug; fit to be dug.

ସଂ. ବି —

ଗଡ଼ଖାଇ; ପରିଖା — Moat or ditch round a castle.