ଖୈଚୁର୍
ଦେଖଣା
ଖୈଚୁର୍ —
ଉଚ୍ଚାରଣ: kh&aline;i̱chur
ଦେ. ବି. (ସଂ. ଖଦିକା+ଚୂର୍ଣ୍ଣ) —
ଖଇରଚୂନା ଓ କନ୍ଦମିଶ୍ରିତ ମିଷ୍ଟାନ୍ନ —Sweetmeat prepared by pounding fried paddy and mixing it with sugar.
[ ଦ୍ର—ପୁରୀଜିଲ୍ଲା ସତ୍ୟବାଦୀ ଗୋପୀନାଥ (ଗୋପାଲଜୀ)ଙ୍କୁ ଅର୍ପିତ ଖୈଚୁର୍ ଭୋଗ ଅତି ଉପାଦେୟ ଓ ଲଘୁପାକ ଅଟେ; ଏହାର ସ୍ଥାନୀୟ ନାମ ଛତୁ ବା ଛତୁଆ]