Jump to content

ଖୋଇବା ପେଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଇବା ପେଇବା
ଉଚ୍ଚାରଣ: Khoibā peibā
খওয়ান দাওয়ান खिलाना पिलाना

ଗ୍ରା. କ୍ରି. (ସଂ. ଖାଦ ଓ ପା ଧାତୁରୁ ଣିଚ୍) —

୧: କୈଣସି ବ୍ୟକ୍ତିର ଖାଦ୍ୟପାନର ସର୍ବ- ପ୍ରକାର ବ୍ୟବସ୍ଥା ବା ଉପାୟ କରିବା — ୧. To look after a person's eating and drinking.

୨: ଅନ୍ୟ ବ୍ୟକ୍ତିକୁ ଭୋଜନ ଓ ପାନ କରାଇବା — ୨. To cause another to eat and drink.