Jump to content

ଖୋଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଜ
ଉଚ୍ଚାରଣ: Khoja
পাম্রের দাগ पोरक चह्न, खाज

ଦେ. ବି. (ଆ. ଖୋଜ=ଅନୁସନ୍ଧାନ; ପଦଚିହ୍ନକୁ ଉଣ୍ତି ପ୍ରାଣୀର ପତ୍ତା ଲଗାଇବାର ଚେଷ୍ଟାରୁ ଏ ବ୍ୟବହାରର ଉତ୍ପତ୍ତ) —

୧: ଜୀବ ଚାଲି ଯାଇଥିବା ବାଟରେ ଅଙ୍କିତ ପଦ — ୧. Foot-print; track.

ଗୋରୁଙ୍କ ଖୋଜ (୧: ) ଅନୂସରି , କାନ୍ଦନ୍ତି ଗାଈ ନାମ ଧରି ଜଗନନ୍ନାଥ. ଭାଗବତ

୨: ପାଦକ୍ଷେପ; ପାହୁଣ୍ତ —୨. Step.