Jump to content

ଖୋଜତଲାସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଜତଲାସ
ଉଚ୍ଚାରଣ: Khajatalāsa
খোজা তলাস खोजा तल्लास

ବୈଦେ. ବି (ଆ. ଖୌଜ +ତଲ୍ଲାସ; ଏକାର୍ଥକ ସହଚର) —

ଅନୁସନ୍ଧାନ —Search.

ଖୁବ ଧରପଗଡ ହେଲା; ଦୁଇ ଦିନ ପର୍ଯ୍ୟନ୍ତ ଖୋଜତଲାସ ହେଲା, ମାତ୍ର.......କିଛି ଠିକଣା ମିଳିଲା ନାହିଁ ଫକୀରମୋହନ. ଛମାଣଆଠଗୁଣ୍ତ