Jump to content

ଖୋଜା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଜା
ଉଚ୍ଚାରଣ: Khaja
খোঁজা, খুঁজা, খোজা खेज

ବୈଦେ. ବି. (ଆ. ଖୌଜ= ଅନୁସନ୍ଧାନ) —

୧: ନଷ୍ଟ ବସ୍ତୁ ବା ଜୀବର ଅନୁସନ୍ଧାନ; ଅନ୍ବେଶଣ — ୧. Search after a lost thing or animal.

୨: ଚତୁର୍ଦ୍ଦିଗରେ ଏବଂ କ୍ରମାଗତ ଭାବରେ ଅନୂସରଣ;ସନ୍ଧାନ — ୨. Lesting and vigorous search.

୩: (ଫା. ଖ୍ବାଜା)—ନପୂଂସକ —Eunoch.

খোজা खोज

୪: ପୂରାକାଳରେ ସୁଲତାନମାନଙ୍କ ଅନଃପୁରର ସ୍ତ୍ରୀମାନଙ୍କୁ ଜଗିବା ନିମନ୍ତେ ନିଯୁକ୍ତ ନଷ୍ଟପୁଂସ୍ତ୍ବଭୃତ୍ୟ — ୪. Castrated servants employed by Sultants to watch the harem; eunoch-slave.

୫: (ଫା.ଖୋଜା=ସମ୍ବ୍ରାନ୍ତ ବ୍ୟକ୍ତି)— ବମ୍ବେଇ ପ୍ରଦେଶ ଅଧିବାସୀ ମୁସଲମାନସମ୍ଫ୍ରଦାୟବିଶେଷ — ୫. A sect of Mohomedans chiefly resding in the Bombay-presidency.