Jump to content

ଖୋଜାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଜାଇବା
ଉଚ୍ଚାରଣ: Khajāibā
খোজান,খোন্জান खेजबाना,खेजाना

ଦେ. କ୍ରି. (ଖୋଜିବାର ଣିଜନ୍ତ ରୂପ) —

ନଷ୍ଟ ବା ହୃତ ଦ୍ରବ୍ୟକୁ ପାଇବା ପାଇଁ ଅନ୍ବେଶଣ କରାଇବା — To institute a search for a missing thing.

ହଜି ଯାଇଥିଲେ ଖୋଜାଇ ଦେବି ଭାଙ୍ଗି ଯାଇଥିଲେ ଗଢାଇ ଦେବି, ଚିରି ଯାଇଥିଲେ ସୁଆଁଇ ଦେବି; ମୋ ଧନ କାହିଁକି ରୁଷିଛୁ? ଶିଶୁରଞ୍ଜନ ପଦ୍ୟ

୨: ବିବାହୋପଯୁକ୍ତ ପୁତ୍ରକନ୍ୟାଙ୍କ ପାଇଁ ପାତ୍ର ଅନୁସନ୍ଧାନ କରାଇବା —୨. To make a search for a suitable bride or bridegroom for a marriagable boy or girl.

ଝିଅ ଅନୂରୂପ ବରକୁ ଖୋଜାଇଲେ କୃଷ୍ଣସିଂହ. ମହାଭାରତ. ବନ