Jump to content

ଖୋଜାଲୋଡା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଜାଲୋଡା
ଉଚ୍ଚାରଣ: Khajāloṟḍ̠ā
খোজতলান खोजतलास

ଦେ. ବି. (ସହଚର) —

୧: ଅନୁସନ୍ଧାନ ଏବଂ ଲୋଡିବା — ୧. Searching and wanting a thing or person.

୨: କୌଣସି ପ୍ରକାରର ତତ୍ତ୍ବ ନେବା —୨. Enquiry.