ଖୋଜିଆ
ଦେଖଣା
ଖୋଜିଆ —
ଉଚ୍ଚାରଣ: Khajiā
खोजि, खोजक
ଦେ. ବି. —
ନଷ୍ଟ ପଦାର୍ଥକୁ ଅନୁସନ୍ଧାନ କରିବା ନିମନ୍ତେ ନିଯୁକ୍ତ ବ୍ୟକ୍ତି —Person engaged to search after lost things.
ଦେ. ବିଣ— (ଅନ୍ୟ ଜନ୍ତୁବାଚକ ଶଦ୍ଦମାନଙ୍କ ସଙ୍ଗରେ ବ୍ୟବହୃତ ହେଲେ, ଯଥା—ଘୋଡାଖୋଜିଆ; ବାରହାଖୋଜିଆ ଇତ୍ୟାଦି)
୧: କୌଣସି ଜନ୍ତୁର ପଦତଳ ପରି ପଦତଳବିଶିଷ୍ଟ ୧. Hoofed; having hoofs resembling those of a certain animal.
୨: (କୌଣସି ଜନ୍ତୁର)ପଦଚିହ୍ନ ଆକୃତି ବିଶିଷ୍ଟ (ଯଥା ହାତୀ ଖୋଜିଆ) —୨. Resembling the foot-prints of a certain animal in shape.