Jump to content

ଖୋଜେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଜେ
ଉଚ୍ଚାରଣ: Khoje

ଦେ. ଅ —

୧: ଏକ ଖୋଜ ବା ପହଣ୍ତ ମାତ୍ର — ୧. One step only.

(ଯଥା— ମୁଁ ଆଉ ଖୋଜେ ମାତ୍ର ଚାଲି ପାରିବି ନାହିଁ)

୨: ଖୋଜ ବା ପାଦରେ ଯେତିକି ସ୍ଥାନ ସୀମାବଦ୍ଧ ହେବ ସେତିକି ସ୍ଥାନ —୨. That much space as can be covered by one foot only.

ମଙ୍ଗରାଜେ ଚାରିକୋଶ ମଧ୍ୟରେ କାହାରି ଗୋଖୋଜରୁ ଖୋଜେ ଜମି ରଖିଲେ ନାହିଁ ଫକୀରମୋହନ. ଛମାଣ ଆଠଗୁଣ୍ଠ