Jump to content

ଖୋଜ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଜ୍
ଉଚ୍ଚାରଣ: Khoj
খোজ;খোজ खोज

ବୈଦେ. ବି (ଆ. ଖୌଜ୍=ଅନ୍ବେଶ୍ବଣ; ତୁଳ. ସଂ. ଖୁଜ ଧାତୁ =ଚୋରାଇବା; ସଂ. ଖଜ ଧାତୁ= ବିଲୋଡନ) —

୧: ଅନ୍ବେଷଣ —୧. Search.

୨: ଅନୁସନ୍ଧାନ —୨. Investigation.

୩: ହଜିବାଲୋକ ବା ବସ୍ତୁର ଅନୁସନ୍ଧାନ — ୩. Inquiry after a missing thing or person.