Jump to content

ଖୋଜ୍ ଖବର କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଜ୍ ଖବର କରିବା
ଉଚ୍ଚାରଣ: Khoj khabar karibā
খোজখবর নতরা खोजखबर लोना

ଦେ. କ୍ରି —

୧: ଅନ୍ବେଶଣ କରିବା — ୧. To search.

୨: ସମ୍ବାଦ ନେବା; ତତ୍ତ୍ବ ନେବା — ୨. To make inquiries; to enquire after.