Jump to content

ଖୋଟ୍ଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଟ୍ଟା
ଉଚ୍ଚାରଣ: Khoṭṭā

ଦେ. ବିଣ— (ସଂ. କୂଟ. ତୁଳ ହି. ଖୋଟା = ଦୁଷ୍ଟ) —

୧: ହିନ୍ଦୁସ୍ଥାନୀ; ପଶ୍ଚିମା(ବ୍ୟକ୍ତି) ୧. (a person) Belonging to Western India.

୨: ବିହାରର ଶୃଦ୍ର—ଚାକର ଶ୍ରେଣୀୟ (ଲୋକ) — ୨. (a person) Of the Sūdra caste working as menial domestic servent in Behar.