Jump to content

ଖୋଦାଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଦାଇ
ଉଚ୍ଚାରଣ: Khodāi
খোদাই खोदाइ

ଦେ. ବିଣ (ସଂ. କ୍ଷୁଦ) —

କାଠ, ପଥର ବା ଧାତୁରେ ଛୁଞ୍ଚି ବା ନହୁରୁଣୀ ପରି ମୁନିଆଁ ଶସ୍ତ୍ରରେ ଖୋଳା ହୋଇଥିବା — Engraved on wood, stone or metal.