Jump to content

ଖୋଦିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଦିବା
ଉଚ୍ଚାରଣ: Khodibā
খোদা खोदना

ଦେ. କ୍ରି (ସଂ. କ୍ଷୁଦ ଧାତୁ) —

ପଥର, ଧାତୁ ଆଦି ଉପରେ ଅକ୍ଷର, ଚିତ୍ର ଆଦି ଖୋଳାଇବା — To engrave;to inscribe; to carve.