Jump to content

ଖୋଦ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଦ୍ — খুদ खुद

ବୈଦେ. ଅ (ଫା. ଖୁଦ୍) —

ସ୍ବୟଂ; ନିଜେ; ଆପେ — Oneself; own self; per self; in person.

ଛୋଟା ମିଆଁ ଓଲଫ୍ ସେକ୍ ବିଲଦାର୍ ବର୍ତ୍ତମାନ ଖୋଦ୍ ମାଲିକ ପକୀରମୋହନ. ଛମାଣଆଠଗୁଣ୍ଠ

ବିଣ —

୧: ସ୍ବକୀୟ —୧. Own; proper.

୨: ବ୍ୟକ୍ତିଗତ —୨. Personal.