Jump to content

ଖୋବା ଖୋବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋବା ଖୋବା
ଉଚ୍ଚାରଣ: Khobā khobā
আবুড়া খাবুড়া खाबडखुबड

ଦେ. ବିଣ —

୧: ଉଚ୍ଚ ନୀଚ; ଆବୁଆବୁଆ; ଆବୁଡା ଖାବୁଡା —୧. Undulating; abounding with projecting peg-like thiongs; full of protuberances.