ଖୋବିବା
ଦେଖଣା
ଖୋବିବା —
ଉଚ୍ଚାରଣ: Khobibā
র্চাসা
ठाँसना
ଦେ. କ୍ରି (ସଂ. କ୍ଷୁଭ ଧାତୁ ଣିଚ କ୍ଷୋଭୟତି; ତୁଳ. ପ୍ରା— ଖୋବେତି) —
୧: ଠେଙ୍ଗାର ମୁଣ୍ଡିରେ କେଞ୍ଚି ପ୍ରହାର କରିବା — ୧. To ram or poke with the thick end of a cudgel.
୨: ବିଶେଷ ପ୍ରହାର କରିବା — ୨. To give a sound cudgelling.
୩: ଠେଙ୍ଗେଣି ଭଳି ହତିଆରମୁଣ୍ଡିରେ ପୁନଃପୁନଃ ଆଘାତ କରିବା —୩. To give lusty strokes with a short stout weapon.
୪: (ଅଶ୍ଳୀଳାର୍ଥ) ସ୍ତ୍ରୀସଙ୍ଗମ କରିବା — ୪. (slang) To cohabit a woman.