ଖୋବେଇବା
ଦେଖଣା
ଖୋବେଇବା —
ଉଚ୍ଚାରଣ: Khobeibā
র্চাসানা
ठुँसाना
ଗ୍ରା. କ୍ରି —
୧: (ଅଶ୍ଳୀଳ)— (ସ୍ତ୍ରୀ ପକ୍ଷେ) ପୁରୁଷଦ୍ବାରା ଆପଣାର କାମପ୍ରବୃତ୍ତି ଚରିତାର୍ଥ କରିବା —(said of females) To have one's lust satiated by cohabiting a male.
୨: ଖୋବାଇବା (ଦେଖ) —୨. Khobāibā (See)