ଖୋରାକି
ଦେଖଣା
ଖୋରାକି —
ଉଚ୍ଚାରଣ: Khorāki
খোরাকী
खुराकि, खोराकी
ଦେ. ବି —
୧: ଖୋରାକ୍ (ଦେଖ) — Khorāk (See)
୨: ଚାକର ଆଦିଙ୍କୁ ଖାଦ୍ୟଦ୍ରବ୍ୟ ବିନିମୟରେ ଦିଆଯିବା ଧନ — ୨. Money given to servants in lieu of food.
ଦେ. ବିଣ —
୧: ଖୋରାକ୍ (ଦେଖ) — ୧. Khorāk (See)
ବଙ୍ଗଳା ଦେଶର ପ୍ରାୟ ଅର୍ଦ୍ଧାଂଶ ଜିଲ୍ଲା ଲୋକଙ୍କ ଖୋରାକି ଲୁଣ ବାଳେଶ୍ବରୀ ଜାହାଜ ବହନ କରୁଥିଲା ଫକୀରମୋହନ. ଗଳ୍ପସ୍ବଳ୍ବ
୨: ଖୁବ୍ ଖାଇପାରିବା (ବ୍ୟକ୍ତି) — ୨. (a person) Who can eat much.