Jump to content

ଖୋରାସାନି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋରାସାନି
ଉଚ୍ଚାରଣ: Khorāsāni
খোরাসানী खुरासानी

ବୈଦେ. ବିଣ —

ପାରସ୍ୟଦେଶସ୍ଥ ଖୋରାସାନ୍ ନାମକ ଅଞ୍ଚଳରେ ଉତ୍ପନ୍ନ ବା ସେଠାରୁ ଆନୀତ — Produced in or brought from Khorāsān, a province of Persia.