ଖୋରାସାନି ଜୁଆଣି
ଦେଖଣା
ଖୋରାସାନି ଜୁଆଣି —
ଉଚ୍ଚାରଣ: Khorāsāni juāṇi
খোরাসানী জোয়ান; বাজ্রুল
खुरासानी अज्वान
केहिभाङ्ग; बाज्रुल
ଦେ. ବି (ଖୋରାସାନ୍ ଦେଶୀୟ ଜମାନୀ) —
ଜୁଆଣିପରି ଏକପ୍ରକାର ବିଷାକ୍ତ ଫଳ (ଏ ଗଛ ପଞ୍ଜାବ, ତିବ୍ଦତ ଓ ହିମାଳୟରେ ଜନ୍ମେ) — A Himalayan plant producing a poisonous seed.
[ଦ୍ର—୧: ପଶ୍ଚିମ—ହିମାଳରେ ଜନ୍ମି ଗଛ — ୧. Hyoscyamus Niger.
୨: ପଶ୍ଚିମ—ତିବ୍ଦତରେ ଜନ୍ମିବା ଗଛ — ୨. Hyoscyamus Pusillus.
୩: ପଶ୍ଚିମ—ପଞ୍ଜାବ, ସିନ୍ଧୁ ଓ ବେଲୁଚିସ୍ଥାନରେ ଜନ୍ମିବା ଗଛ — ୩. Hyoscyamus Muticus or Insanus.]