Jump to content

ଖୋଲ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଲ
ଉଚ୍ଚାରଣ: Khola
ফাটাল खोह, खोखला

ଦେ. ବି (ସଂ. ଖଲ୍ଲ) —

୧: ଗହ୍ବର; ଗଭୀର ଅଂଶ — ୧. Hole.

ପ୍ରଭୁ ଲୋକନାଥ ଅଧିଷ୍ଠିତ ଶୁଭ୍ର ବାଳିସ୍ତୁପାବଳୀ ଖୋଲେ—ରାଧାନାଥ. ପାର୍ବତୀ

୨: ଗୁମ୍ଫା; ଗହ୍ବର —୨. Cave; chasm.

ଗିରିଖୋଲ; ନାସି, କାନ୍ତର, କନ୍ଦରା—ରାଧାନାଥ, ଚିଲିକା

୩: ବଢ଼େଇ ବା ପଥୁରିଆଙ୍କ ଗୋଲ୍ଦାଢ଼ୁଆ ବଟାଳି ବା ନିହାଣ; ଖୋଲବଟାଳି — ୩. Circular-edged chisel for engraving wood or stone.

୪: ପର୍ବତର କନ୍ଦି —୪. The hollow or declivity between two mountains.

୫: କୋଡ଼ଗାତ; ଜଙ୍ଘ ଓ ତଳିପେଟର ସନ୍ଧି —୫. Groin.