Jump to content

ଖୋଲାଖୋଲି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଲାଖୋଲି
ଉଚ୍ଚାରଣ: Kholākholi
খলাখুলি खुल्लमखुल्ला

ଦେ. ବି. —

୧: ଅକପଟ ବା ସରଳ ବ୍ୟବହାର ବା କଥା— ଭାଷା — ୧. Frank talk and conduct.

୨: ଖୋଲିବାର କର୍ମମାନ — ୨. Acts of opening.

ଦେ. ବିଣ. —

ସ୍ପଷ୍ଟ ଓ ସରଳ (ବାକ୍ୟ) — Plain and frank (words).