Jump to content

ଖୋଲାସା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଲାସା
ଉଚ୍ଚାରଣ: Kholāsā
খুলাসা खुलासा

ବୈଦେ. ବିଣ ଓ ବି—(ଆ. ଖୁଲା; ଖୁଲାସା) —

ଖୁଲାସା (ଦେଖ) Khulāsā (See)

ମହର୍ଷି ବାଲ୍ମୀକି ସେ କଥା ଖୋଲାସା (ବିଣ. ୪: ) କରି ଲେଖି ଯାଇ ନାହାନ୍ତି ଫକୀରମୋହନ, ଛମାଣଆଠଗୁଣ୍ଠ