ଖୋଲି
ଦେଖଣା
ଖୋଲି —
ଉଚ୍ଚାରଣ: Kholi
ଦେ. ବି. —
୧: ଛୋଟ ନିହଣ ବା ଢାଗି — ୧. A small chisel of carpenters.
୨: (ସଂ. ଖୋଳ)—ଛୋଟ କୁଡ଼ିଆ ବା ମାଟି ଗିନା — ୨. A small earthen pot.
୩: (ସଂ. ଖଲ୍ଲ) ପର୍ବତ ବା ଜଙ୍ଗଲର କନ୍ଦି; ଖୋଲ — ୩. Narrow gully in a hill or jungle.