Jump to content

ଖୋଲିମି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଲିମି
ଉଚ୍ଚାରଣ: Kholimi
খোলবাটালী खालिया

ଦେ. ବି —

କାଠର କମ ବା କାରୁକାର୍ୟ୍ୟ ଖୋଳିବା ନିମନ୍ତେ ବଢ଼େଇଙ୍କ ବକ୍ରାଗ୍ର କ୍ଷୁଦ୍ର ନିହାଣ ବା ଢାଗୀ — A small round-edged narrow chisel used for engraving delicate images on wood or stone.