Jump to content

ଖୋଳକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଳକା
ଉଚ୍ଚାରଣ: Khoḻatā
পাগড়ী पगड़ी खरीता

ଦେ. ବି. (ସଂ. ଖୋଳକ) —

ମସ୍ତକର ପଗଡ଼ି; ଟୋପି —Turban; cap.

ବୈଦେ. ବି. (ଫା. ଖରୀତା) —

ଖଳତା; କାଗଜର ଲମ୍ବା ମୁଣି —Big envelope.