ଖୋଳତାଡ଼
ଦେଖଣା
ଖୋଳତାଡ଼ —
ଉଚ୍ଚାରଣ: Khoḻatāṟḍ̠a
তোলপাড়
हालाडोला; हलचल
ଦେ. ବି —
୧: ଖୋଳିବା ଓ ତାଡ଼ିବା; ଚାରିଆଡ଼ ଖୋଳି ତାଡ଼ି କୌଣସି ପଦାର୍ଥକୁ ଖୋଜିବା — ୧. A searching or vigorous enquiry; a thorough and sifting enquiry.
୨: ଗୁରୁତର ଆନ୍ଦୋଳନ —୨. Serious agitation.